Browsing Tag

sarpanch murder

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ରହ୍ମପୁର ଲଙ୍ଗଳଦେଇର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ବ୍ରହ୍ମପୁର(କେନ୍ଯୁଜ୍):ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଲଙ୍ଗଳଦେଇ ଗାଁର ପ୍ରଦୀପ ବିଷୋୟୀଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସେ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ବ୍ରହ୍ମପୁର-ସୁକୁଣ୍ଡା ମୁଖ୍ୟ ରାସ୍ତାରେ ଏହି ହତ୍ୟାକାଣ୍ଡ…