Below header
Browsing Tag

sashi bhusan behera

ଅଡୁଆରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା : ବୋହୂ ରୋନାଲି ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ବାଙ୍କୀ (କେନ୍ୟୁଜ): ଅଡୁଆରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ବିଧାୟକ ଶଶି ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କ ନାଁରେ ଯୌତୁକ ନିର୍ଯାତନା ନେଇ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି ବୋହୂ ରୋନାଲି। ରୋନାଲିଙ୍କ ଅଭିଯୋଗ ମୁତାବକ, ବିବାହ ପରେ ୪୦ ଲକ୍ଷ ଟଙ୍କାର ଯୌତୁକ…

ମନ୍ତ୍ରୀ ପଦରୁ ମହାରଥୀଙ୍କ ଇସ୍ତଫା : ଶଶିଭୂଷଣ ବେହେରାଙ୍କୁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର : ମନ୍ତ୍ରୀ ପଦରୁ ମହାରଥୀଙ୍କ ଇସ୍ତଫା ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶଶିଭୂଷଣ ଏବେ ଅର୍ଥ ଓ ଅବକାରୀ ବିଭାଗର ଦାୟିତ୍ୱ ତୁଲାଉଛନ୍ତି । ସେହିପରି ରମେଶ ମାଝିଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ…