ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରରେ ଆତ୍ମହତ୍ୟା, ଇନ୍ଦୋର ଘରୁ ମିଳିଲା ଝୁଲନ୍ତା ମୃତଦେହ
ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା। ଇନ୍ଦୋର ସ୍ଥିତ ଘରୁ ମିଳିଲା ଝୁଲନ୍ତା ମୃତଦେହ। ବୈଶାଳୀ ଛୋଟ ପରଦାରେ ଅଭିନୟ କରି ବେଶ୍ ନାମ କମାଇଥିଲେ। ସୁପର ସିଷ୍ଟର ଏବଂ ଶଶୁରାଲ ସିମର କା ସିରିଅଲରେ ଅଭିନୟ କରିଥିଲେ। ମୃତ ବେଳକୁ ତାଙ୍କୁ ୩୦ ବର୍ଷ ହୋଇଥିଲା। ଅଭିନେତ୍ରୀ ମୃତଦେହ…