Below header
Browsing Tag

satyajit mohanty

ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି

ଭୁବନେଶ୍ବର: ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ଫାୟାର ଡ଼ିଜି ପଦବୀରୁ ସେ ଅବସର ନେଇଥିଲେ । ଆସନ୍ତା ଅଗଷ୍ଟ ମାସରେ ସେ ଅବସର ଗ୍ରହଣ କରିଥାନ୍ତେ । ରାଜ୍ୟ ସରକାର ତାଙ୍କୁ ଓପିଏସସି ଅଧ୍ୟକ୍ଷ…

ମୋ ସରକାର ଯୋଜନାର ସମୀକ୍ଷା କଲେ ପୋଲିସ ଡିଜି ସତ୍ୟଜିତ ମହାନ୍ତି, ୧୦ ଅଭିଯୋଗକାରୀଙ୍କ ସହ ଫୋନ ଯୋଗେ ହେଲେ କଥା

କଟକ(କେନ୍ୟୁଜ୍): ମୋ ସରକାର ଯୋଜନାର ସମୀକ୍ଷା କଲେ ପୋଲିସ ଡିଜି ସତ୍ୟଜିତ ମହାନ୍ତି । ଟେଲିଫୋନରେ ବିଭିନ୍ନ ଜିଲ୍ଲାର ୧୦ ଅଭିଯୋଗକାରୀଙ୍କ ସହ କଥା ହେଲେ । ଥାନାରେ ପୋଲିସ ଆଚରଣ ଓ ଉଚ୍ଚାରଣ ନେଇ ଲୋକଙ୍କୁ ଠାରୁ ପଚାରିବୁଝିଛନ୍ତି । ଭୁବନେଶ୍ୱର ପୋଲିସ ଡିଜି କ୍ୟାମ୍ପ ଅଫିସରେ ଏହି ସମୀକ୍ଷା…

ଅନ୍ତରୀଣ ପୋଲିସ ଡିଜି ହେଲେ ସତ୍ୟଜିତ ମହାନ୍ତି, କଟକ ମୁଖ୍ୟାଳୟରେ ଦିଆଗଲା ଗାର୍ଡ ଅଫ୍‌ ଅନର

ଭୁବନେଶ୍ବର: ଅନ୍ତରୀଣ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି। ଗତକାଲି ବିଳମ୍ବିତ ରାତିରେ ବି.କେ ଶର୍ମାଙ୍କ ସ୍ଥାନରେ ସତ୍ୟଜିତଙ୍କୁ ଅନ୍ତରୀଣ ଦାୟିତ୍ୱ ଦିଆଯାଇଛି। ଆଜି ଦିନ ୧୦ଟାରେ ପୋଲିସ ମୁଖ୍ୟାଳୟ ଠାରେ ସତ୍ୟଜିତ୍‌ ମହାନ୍ତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ନୂଆ ପୋଲିସ…