Below header
Browsing Tag

saudi araba

ଅଧା ରହିଗଲା ହଜ୍ ଯାତ୍ରା, ତୀର୍ଥଯାତ୍ରୀ ବସ୍‌ ଜଳି ୨୦ ମୃତ

ସାଉଦି ଆରବରେ ଜଳିଗଲା ହଜଯାତ୍ରୀ ବସ୍‌ । ପୋଲରେ ବାଡେଇ ହୋଇ ଓଲଟି ପଡିଲା ତୀର୍ଥ ଯାତ୍ରୀଙ୍କ ବସ୍। ଆଉ ବସରେ ଲାଗିଗଲା ନଆଁରେ ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ। ପବିତ୍ର ସ୍ଥାନ ମକ୍କା ଏବଂ ମଦିନାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ସୂଚନା ମୁତାବକ, ଆଜି ସକାଳୁ ଏଭଳି…

ନା ଅଛି ନଦୀ ନା ଅଛି ଝରଣା, ତେବେ କେଉଁଠୁ ପିଇବା ପାଣି ପାଉଛନ୍ତି ସାଉଦି ଆରବ ଲୋକେ

ସାଉଦି ଆରବ ନାଁ ଶୁଣିଲେ ଆମ ଆଖି ଆଗକୁ ଏକ ମରୁଭୂମିର ଚିତ୍ର ଆସେ । ଏଠିକା ଭୂମି ତଳେ ପ୍ରଚୁର ମାତ୍ରାରେ ଥିବା ତେଲ ହିଁ ଏହି ଦେଶକୁ ଆଜି ଧନୀ ଦେଶ ମାନଙ୍କ ତାଲିକାରେ ସାମିଲ କରିପାରିଛି । ପ୍ରାକୃତିକ ତୈଳ, ସୁନା ପରି ମୂଲ୍ୟବାନ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଥିଲେ ବି ଏଠି ପାଣି ଖୁବ କମ…

ଜାଣନ୍ତୁ ସାଉଦି ଆରବର ଏମିତି ଏକ ସହର ଯାହା ବର୍ଷ ବର୍ଷ ଧରି ପଡିରହିଛି ଶୂନଶାନ

ଆରବ ଦେଶ ଗୁଡିକର ଅଧିକାଂଶ ସ୍ଥାନ ମରୁଭୂମି ହୋଇଥାଏ । ଏହା ସହ ଏଠାରେ ଅଧିକାଂଶ ଲୋକ ମୁସଲମାନ ବା ଇସଲାମ ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି । ହୁଏତ ଖୁବ କମ ଲୋକ ଜାଣିଥିବେ ଇସଲାମ ଧର୍ମ ପୂର୍ବରୁ ଆରବ ଦେଶରେ ଆଉ ଏକ ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ । ସେମଧ୍ୟରୁ ଗୋଟେ ସମ୍ପ୍ରଦାୟ…