Browsing Tag

school backyard

ହାଇସ୍କୁଲ ପଛପଟୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଝାରସୁଗୁଡା (କେନ୍ୟୁଜ): ଆଜି ସକାଳୁ ହେମଗିର ଥାନା ଗର୍ଜନବାହାଲ ହାଇସ୍କୁଲ ପଛପଟ କୁସୁମ ଗଛ ତଳୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଲେ ଦୁର୍ଗାପ୍ରସାଦ ଖଣ୍ଡା। ଘର ଝାରସୁଗୁଡା ଜିଲ୍ଲା ବେଲପାହାଡ ନିକଟସ୍ଥ ଗୁମେଡେରା। ଗର୍ଜନବାହାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା…