Browsing Tag

school period timing

ଏଣିକି ଗୋଟିଏ ପିରିୟଡ ୪୫ ମିନିଟ ନୁହେଁ ପ୍ରତି ବିଷୟକୁ ପଢ଼ାଯିବ ଦେଢ଼ଘଣ୍ଟା

ଭୁବନେଶ୍ବର (କେନ୍ୟୁଜ୍) : ୪୫ ମିନିଟ୍ ନୁହେଁ, ଏଣିକି ରାଜ୍ୟର ସମସ୍ତ ସ୍କୁଲରେ ପ୍ରତି ବିଷୟକୁ ଦେଢ ଘଣ୍ଟା ପଢ଼ାଯିବ। ଗଣିତ, ଇଂରାଜୀ ଓ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦିଆଯିବ। ପ୍ରତି ବିଷୟକୁ ୪୫ମିନିଟ ପରିବର୍ତ୍ତେ ଦେଢଘଣ୍ଟା ପଢାଯିବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନୂଆ…