ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ପାଇଁ ଆଜିଠାରୁ ଟିକେଟ ବିକ୍ରି ଆରମ୍ଭ, ଦୈନିକ ଟିକେଟର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ
କରୋନା ମହାମାରୀ ବିପଦ ମଧ୍ୟରେ ଭାରତ-ଇଂଲଣ୍ଡ ଭିତରେ ଟେଷ୍ଟ ସିରିଜ ମ୍ଯାଚ ଆରମ୍ଭ ହୋଇଯାଇଛି। ଏବେ ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ଯାଚ ଖେଳାଯାଉଛି। ତା ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଫେବୃଆରୀ ୧୩ ରୁ ୧୭ ଯାଏଁ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍…