Below header
Browsing Tag

security arrangement

ନୂଆବର୍ଷରେ ଶ୍ରୀ କ୍ଷେତ୍ରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ, ଯାନବାହନ ଚଳାଚଳ ଉପରେ ଜାରି ହେଲା କଟକଣା

ପୁରୀ (କେନ୍ୟୁଜ): ଆଉ କେଇ ଘଣ୍ଟାର ଅପେକ୍ଷା। ବିଦାୟ ନେବ ୨୦୨୩, ପାଦ ଥାପିବ ୨୦୨୪। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଜୋରଦାର ପ୍ରସ୍ତୁତି। ଜିରୋ ନାଇଟ ସେଲିବ୍ରେସନ ପାଇଁ ବଢିଲାଣି ଉତ୍କଣ୍ଠା। ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବା ପାଇଁ ପୁରୀରେ ଲକ୍ଷାଧିକ…

ଅଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ବଡ ଘୋଷଣା, ସୁରକ୍ଷା ଦାୟିତ୍ୱରେ ରହିବେ ବିଶେଷ…

ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ଉତ୍ତରପ୍ରଦେଶର ବିଶେଷ ସୁରକ୍ଷା ବଳ (SSF) କୁ ଦାୟିତ୍ୱ ଦିଆଯାଇଛି । ମିଡିଆ ରିପୋର୍ଟ ମୁତାବକ, ସୋମବାର ରାତିରେ ଏସଏସଏଫର ଦୁଇ ବାଟାଲିୟନ ଅଯୋଧ୍ୟା ପହଞ୍ଚିଛି । ରାମମନ୍ଦିରରେ କାର୍ଯ୍ୟକ୍ରମର ଗୋଟେ ସପ୍ତାହ ପୂର୍ବରୁ…

ସ୍ନାନପୂର୍ଣ୍ଣିମା ପାଇଁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡି କଲା ପୋଲିସ, ପଢନ୍ତୁ କେମତି ଜଗାକୁ କରିବେ ଦର୍ଶନ

ପୁରୀ : ସ୍ନାନପୂର୍ଣ୍ଣିମା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥାରେ ପୁରୀକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ଜୋନ ମାଳତୀପାଟପୁରରେ ରହିବ। ଅନ୍ୟ ୩ଟି ଜୋନ୍‌ ସହର ଭିତରେ ରହିବ। ହାଲୁକା ଯାନର ପାର୍କିଂ ପାଇଁ ୯ଟି ସ୍ଥାନ ରଖାଯାଇଛି। ପୁରୀକୁ…

ନବୀନଙ୍କ ଶପଥ ସମାରୋହ ପାଇଁ କସରତ, ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତ ହେଉଛି ଅଭିଷକ ହଲ୍‌

ଭୁବନେଶ୍ୱର : ନବୀନଙ୍କ ଶପଥ ସମାରୋହ ପାଇଁ କସରତ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତ ହେଉଛି ଅଭିଷକ ହଲ୍‌। ପ୍ରଥମ ଥର ରାଜଭବନ ବାହାରେ ଲୋକଙ୍କ ସାମନାରେ ଶପଥ ନେବ ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବରେ ପଞ୍ଚମ ଥର ରାଜ୍ୟ ଭାର ସମ୍ଭାଳିବେ ନବୀନ ପଟ୍ଟନାୟକ। ଶପଥ ଗ୍ରହଣ ଉତ୍ସବରେ…