Browsing Tag

selfi photo viral

ଚୌଦ୍ୱାର ଜେଲ ଭିତରେ ପେସାଦାର ଅପରାଧୀ ହାପିର ସେଲ୍‌ଫି ଫଟୋ ଭାଇରାଲ

ଚୌଦ୍ୱାର: ଚୌଦ୍ୱାର ଜେଲ ଭିତରେ କଏଦୀଙ୍କ ସେଲ୍‌ଫି ଫଟୋ ଭାଇରାଲ। ଫଟୋ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଭାଇଚାଲ। କେଉଁଠି ଜେଲ ୱାର୍ଡ ସାମନାରେ ବସି କଏଦୀମାନେ ମୋବାଇଲରେ ଫଟୋ ଉଠାଉଛନ୍ତି ତ ଆଉ କେଉଁଠି ଗଞ୍ଜେଇ ଦଳିବାର ଫଟୋ ରହିଛି। ଆଶ୍ଚର୍ଯ୍ୟଜନକ ଭାବେ ତୃତୀୟ ଥର ପାଇଁ ୱାର୍ଡରେ ଥିବା…