ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ୪ ଲକ୍ଷ ଟଙ୍କା ଜବତ, ଦୁଇ ଅଟକ
ଜଳେଶ୍ବର : ଓଡିଶା - ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଚଢଉ କରି ୪ ଲକ୍ଷ ଟଙ୍କା ଜବତ କରିଛି ସ୍ବତନ୍ତ୍ର ପୋଲିସ ଟିମ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା ସୀମାନ୍ତରେ ପୋଲିସର କଡାକଡି ଚେକିଂ ଚାଲିଥିବା ବେଳେ ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ଏକ ଗାଡିକୁ ପୋଲିସ ଚେକିଂ କରିଥିଲା ।
ଗାଡି ଭିତରୁ ନଗଦ 4 ଲକ୍ଷ ଟଙ୍କା ବାହାରିବା ପରେ ଟଙ୍କା କୁଆଡେ ଯାଉଥିଲା ବୋଲି ପଚାରିବା ସହ…
Read More...