ମାଲକାନଗିରି: ଲାଞ୍ଚ ନେବାର ଭିଡିଓ ଭାଇରାଲ ପରେ ବରିଷ୍ଠ କିରାଣୀ ଶଶୀଶେଖର ସେଠୀ ନିଲମ୍ବିତ
ମାଲକାନଗିରି(କେନ୍ୟୁଜ୍): ଲାଞ୍ଚ ନେବାର ଭିଡିଓ ଭାଇରାଲ ପରେ କିରାଣୀ ନିଲମ୍ବିତ। ମାଲକାନଗିରି ଜିଲ୍ଲା କାଲିମେଳା ତହସିଲର ବରିଷ୍ଠ କିରାଣୀ ଶଶୀଶେଖର ସେଠୀ ୫୦ ହଜାର ଟଙ୍କା ଲାଞ୍ଚ ନେବାର ଭିଡିଓ ଭାଇରାଲ ହୋଇଥିଲା।
ଛଅ ଜଣଙ୍କର ଜମି ପଟ୍ଟା ହସ୍ତାନ୍ତର ଯୋଗ୍ୟ ନଥିବା ବେଳେ ତାକୁ…