ମାଲକାନଗିରି: ଲାଞ୍ଚ ନେବାର ଭିଡିଓ ଭାଇରାଲ ପରେ ବରିଷ୍ଠ କିରାଣୀ ଶଶୀଶେଖର ସେଠୀ ନିଲମ୍ବିତ

ମାଲକାନଗିରି(କେନ୍ୟୁଜ୍): ଲାଞ୍ଚ ନେବାର ଭିଡିଓ ଭାଇରାଲ ପରେ କିରାଣୀ ନିଲମ୍ବିତ। ମାଲକାନଗିରି ଜିଲ୍ଲା କାଲିମେଳା ତହସିଲର ବରିଷ୍ଠ କିରାଣୀ ଶଶୀଶେଖର ସେଠୀ ୫୦ ହଜାର ଟଙ୍କା ଲାଞ୍ଚ ନେବାର ଭିଡିଓ ଭାଇରାଲ ହୋଇଥିଲା।

ଛଅ ଜଣଙ୍କର ଜମି ପଟ୍ଟା ହସ୍ତାନ୍ତର ଯୋଗ୍ୟ ନଥିବା ବେଳେ ତାକୁ ହସ୍ତାନ୍ତର ଯୋଗ୍ୟ କରିବା ଏବଂ ୱେବସାଇଟରେ ଅପଲୋଡ଼ କରିବାକୁ ସେ ଦେଢ଼ଲକ୍ଷ ଟଙ୍କା ଦାବି କରିଥିଲେ। ଏହି ଅର୍ଥ ଅଫିସ କାର୍ଯ୍ୟରେ ଲାଗିବ ବୋଲି ସେ କହିଥିଲେ। ଭିଡିଓ ଭାଇରାଲ ହେବା ପରେ ତଦନ୍ତ କରି ଶଶୀଶେଶରଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.