ତାଳଚେର ମଣ୍ଡାପାଳ ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀ ନିଯୁକ୍ତି ପାଇଁ ଟଙ୍କା ନେଣ ଦେଣର ଅଡିଓ ଭାଇରାଲ ଘଟଣା, ବରିଷ୍ଠ କିରାଣୀ ନିଲମ୍ବିତ

ତାଳଚେର: ତାଳଚେର ମଣ୍ଡାପାଳ ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ କିରାଣୀଙ୍କ ଅଡିଓ ଭାଇରାଲ ଘଟଣା। ନିଲମ୍ବିତ ହେଲେ କିରାଣୀ ବିନୋଦ ବେହେରା । ଘଟଣାର ତଦନ୍ତ ପରେ ନିଲମ୍ବନ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ସୁରକ୍ଷାକର୍ମୀ ନିଯୁକ୍ତି ପାଇଁ ଟଙ୍କା ନେଣ ଦେଣ କରୁଥିବା କଥା ହେଉଥିବା ଅଡିଓ ହୋଇଥିଲା ଭାଇରାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.