Browsing Tag

separate flag

ଉଡ଼ିବନି କଶ୍ମୀରର ଅଲଗା ପତାକା, କେବଳ ଉଡ଼ିବ ‘ତ୍ରିରଙ୍ଗା’

କେନ୍ଦ୍ର ସରକାର କଶ୍ମୀରରୁ ଧାରା ୩୫ଏ ଏବଂ ୩୭୦ ଉଚ୍ଛେଦ କରିବା ପରେ ଏବେ ଅଲଗା ପତାକା ଉଡ଼ିବାର ବିଧି ସବୁଦିନ ପାଇଁ ଶେଷ ହୋଇଯିବ। ଧାରା ହଟିବା ପରେ ଜମ୍ମୁ-କଶ୍ମୀରରେ କେତେକ ପରିବର୍ତ୍ତନ ଆସିଛି। ସେଥିମଧ୍ୟରୁ ସେଠାରେ କେବଳ ‘ତ୍ରିରଙ୍ଗା’ ହିଁ ଉଡ଼ାଯିବ ଏବଂ ରାଜ୍ୟର ଅଲଗା ପତାକା ରହିବ…