Browsing Tag

separated during partition

ଦେଶ ବିଭାଜନ ବେଳେ ହୋଇଥିଲେ ଅଲଗା, ଦୀର୍ଘ ୭୪ ବର୍ଷ ପରେ ଭେଟାଭେଟି ହେଲେ ଦୁଇ ଭାଇ

ନୂଆଦିଲ୍ଲୀ : ୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଅଲଗା ହୋଇଥିଲେ ଦୁଇ ଭାଇ। ଦୁଇ ପୃଥକ ଭାଇଙ୍କ ପାଇଁ ପାକିସ୍ତାନର କର୍ତାରପୁର କରିଡର ପୁଣି ଏକ ଖୁସିର ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ୭୪ ବର୍ଷ ପରେ ଦୁଇ ଭାଇ ଭେଟାଭେଟି ହୋଇଛନ୍ତି। ଭାରତ-ପାକିସ୍ଥାନ ବିଭାଜନ ସମୟରେ ଜଣେ ଭାଇ ତାଙ୍କ…