Browsing Tag

series robbery in khurda

ଖୋର୍ଦ୍ଧାରେ ସିରିଜ୍‌ ଲୁଟ୍‌ , ଗୋଟେ ରାତିରେ ସହରର ବିଭିନ୍ନ ଦୋକାନର ସଟର ତାଡି ଲକ୍ଷାଧିକ ଟଙ୍କା ଲୁଟିନେଲେ…

ଖୋର୍ଦ୍ଧା(କେନ୍ୟୁଜ୍) : ଖୋର୍ଦ୍ଧାରେ ସିରିଜ୍‌ ଲୁଟ୍‌। ଗୋଟେ ରାତିରେ ସହରର ବିଭିନ୍ନ ଦୋକାନର ସଟର ତାଡି ଲୁଟ୍‌ ହୋଇଛି। ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳ ତରତୁଆ ଓ ଶରଧାପୁର ଅଞ୍ଚଳରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି। ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।…