Below header
Browsing Tag

severe injured

ହାତ ଓ ବେକ କଟି ଯାଇଥିବା ବେଳେ ରାସ୍ତାରେ ଦୌଡୁଥିଲେ ଯୁବକ, ଡାକ୍ତରଖାନରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ

କେନ୍ଦୁଝର : କ୍ଷତବିକ୍ଷତ ଅବସ୍ଥାରେ ଅଜଣା ଯୁବକ ଉଦ୍ଧାର । କେନ୍ଦୁଝର ଟାଉନଥାନା ଅନ୍ତର୍ଗତ ଧାଙ୍ଗରପଡ଼ା ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଛି । ହାତ ଓ ବେକ କଟା ଅବସ୍ଥାରେ ଯୁବକ ଜଣଙ୍କ ରାସ୍ତା କଡରେ ଦୌଡୁଥିବା ସମୟରେ କିଛି ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ…