Below header
Browsing Tag

sex in corona time

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ୩୦ ଦିନ ଯାଏଁ ରଖନ୍ତୁନି ଶାରୀରିକ ସମ୍ପର୍କ, ଲେଉଟିପାରେ ରୋଗ

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନଥାଏ। ରୋଗମୁକ୍ତ ହେବା ପରେ ମଧ୍ୟ ସାବଧାନତା ଅବଲମ୍ବନ କରିବା ଜରୁରୀ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଜଣାପଡ଼ିଛି ଯେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା କିଛି ରୋଗୀଙ୍କ ଶୁକ୍ରାଣୁ ବା ସ୍ପର୍ମରେ ଭାଇରସ୍‌ ରହିଛି।…

କରୋନା ଭାଇରସ ସ୍ଥିତିରେ ଶାରୀରିକ ସମ୍ପର୍କ ରଖୁଥିଲେ ଏସବୁ ଦିଗ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ସାରା ବିଶ୍ୱରେ କରୋନା ସ୍ଥିତି ଲାଗି ରହିଛି। ଏଣୁ ଲୋକମାନେ ଏବେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ଘରେ ଥିବା ଲୋକଙ୍କ ମଧ୍ୟରେ କାହାକୁ କରୋନା ହୋଇଛି ସେ ନେଇ ଠିକ ଭାବେ ଜଣାପଡୁନାହିଁ। ଏଣୁ ଡାକ୍ତର ଘର ମଧ୍ୟ ପରସ୍ପର ଠାରୁ ଦୂରତା ଅବଲମ୍ବନ କରିବାକୁ…