ବିବାହ ପାଇଁ ଝିଅର ପରିବାରକୁ ମିଳିବ ଏତିିକି ହଜାର ଟଙ୍କା ସହାୟତା ରାଶି, ଜାଣନ୍ତୁ କିପରି ପାଇବେ
କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜାନ ଆଣୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ବୃଦ୍ଧ ଲୋକଙ୍କ ପାଇଁ ଥାଏ ତ ଅନ୍ୟ କିଛି ଝିଅ ମାନଙ୍କ ପାଇଁ। କିନ୍ତୁ ଆଜି ଆମେ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହା ରହିଛି ସମ୍ପୂର୍ଣ୍ଣ ଭାବେ ଝିଅ ମାନଙ୍କ ବିବାହକୁ…