Browsing Tag

shaheer sheikh marriage

ବିବାହ ବନ୍ଧନରେ ବାନ୍ଧି ହେଲେ ମହାଭାରତର ଅର୍ଜ୍ଜୁନ, କହିଲେ ମିଳିଗଲେ ସାରା ଜୀବନ ପାଇଁ ସାଥୀ

ଟେଲିଭିଜନ ଜଗତର ସବୁଠୁ ଏଲିଜିବଲ ବ୍ୟାଚଲର ତଥା ମହାଭାରତର ଅର୍ଜ୍ଜୁନ ଶାହିର ଶେଖ, ଗାର୍ଲଫ୍ରେଣ୍ଡ ରୂଚିକା କପୁରଙ୍କୁ ବିବାହ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟେ କୋର୍ଟ ମ୍ୟାରେଜ କରିଛନ୍ତି। ତେବେ ୨୦୨୧ ମସିହା ଜୁନ ମାସରେ ପାରମ୍ପରିକ ବିଧିରେ ପୁଣି ଥରେ ବିବାହ କରିବେ।…