Browsing Tag

shannon k

ସଙ୍ଗୀତ ଦୁନିଆରେ ପ୍ରବେଶ କଲେ କୁମାର ସାନୁଙ୍କ ଝିଅ ଶୈନନ, ରିଲିଜ୍‌ କଲେ ନୂଆ ରୋମାଣ୍ଟିକ୍‌ ଗୀତ ‘ଆଇ ଡୁ’

ବଲିଉଡ୍‌ର ଆଗଧାଡ଼ିର ସିଙ୍ଗର କୁମାର ସାନୁଙ୍କ ଝିଅ ଶୈନନ କେ ନିଜ ନୂଆ ଲଭ ସଙ୍ଗ ‘ଆଇ ଡୁ’ ମାତ୍ର କିଛି ସମୟ ପୂର୍ବରୁ ରିଲିଜ୍‌ ହୋଇଛି। କିଛି ଦିନ ତଳେ ସେ ଗୀତର ଟିଜର ରିଲିଜ୍‌ କରିଥିଲେ, ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ରାତି ୧୨ଟାରେ ରେ ସେ ଗୀତ ରିଲିଜ୍‌ କରିଛନ୍ତି। ରିଲିଜ୍‌…