Below header
Browsing Tag

shark fish

ସାର୍କ ପିଠିରେ ମଝି ସମୁଦ୍ର ବୁଲା

ହ୍ଵିଲ ସାର୍କର ସବାରୀ। କରିବେ କି ଆପଣ? ଆପଣ ଭାବୁଥିବେ ଏ କି ଅଜବ ପ୍ରଶ୍ନ। ସମୁଦ୍ରର ଭୟାନକ ମାଛ ଭିତରେ ହ୍ଵିଲ ସାର୍କ ହେଉଛି ଅନ୍ୟତମ। ଆଉ ତା ର ସବାରୀ ମାନେ ନିଜ ଜୀବନକୁ ବାଜି ଲଗାଇବା ଭଳି ସମାନ। କିନ୍ତୁ ଏଭଳି ଅଜବ ଓ ଅସମ୍ଭବ କାମ ଜଣେ କରିଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ…

ଜାଲରେ ପଡିଲା ବିଶାଳକାୟ ସାର୍କ, ୨୯ ହଜାର ଟଙ୍କାରେ ହେଲା ନିଲାମ

ଜଳେଶ୍ଵର (କେନ୍ୟୁଜ): ଜାଲରେ ପଡ଼ିଲା ବଡ଼ମାଛ । ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଏକ ସାର୍କ ପ୍ରଜାତିର ବିଶାଳକାୟ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଛି। ଟ୍ରଲର ମାଲିକ ଏହି ବିଶାଳକାୟ ମାଛଟିକୁ ଦୀଘା ମୁହାଣ ମାଛ ମାର୍କେଟକୁ ବିକ୍ରି ପାଇଁ ଆଣିବା ପରେ ମାଛ…

ମତ୍ସ୍ଯଜୀବୀଙ୍କ ଜାଲରେ ବିଶାଳକାୟ ସାର୍କ ମାଛ

ଜଳେଶ୍ୱର(କେନ୍ୟୁଜ) :   ମତ୍ସ୍ଯଜୀବୀଙ୍କ ଜାଲରେ ଲାଗିଲା ସାର୍କ । ପଶ୍ଚିମବଙ୍ଗ ଦୀଘା ସମୂଦ୍ର ମୂହାଣରୁ ଧରା ପଡିଛି ୮କ୍ୱିଣ୍ଟାଲର ସାର୍କ ମାଛ । ସମୁଦ୍ର ମଝିରେ ପ୍ରାୟ ୧୭୫ କିଲୋମିଟର ଦୂରରେ ଏକ ବିରଳ ପ୍ରଜାତିର ସାର୍କ ମାଛ ଏକ ଟ୍ରଲରରେ ଧରାଯାଇଥିଲା । ଏହି ମାଛ ଧରା ପଡିବା ପରେ…

ଅତି ନିର୍ଦ୍ଦୟ! ଶାର୍କର ପାଟି ଖୋଲି ତା’ ଦାନ୍ତରେ ବିୟର କେନ୍‌କୁ କଲେ ଓପନ୍‌, ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ…

ଫିଶିଙ୍ଗ୍‌ ପାଇଁ ସମୁଦ୍ର କୂଳକୁ ଯାଇଥିବା କିଛି ଯୁବକ ସମୁଦ୍ରର ‘ଟାଇଗର ମାଛ’ କୁହାଯାଉଥିବା ଶାର୍କକୁ ଧରିଥିଲେ ଏବଂ ତା’ ଦାନ୍ତରେ ବିୟର କେନ୍‌ ଖୋଲିଥିଲେ। ଏହାର ଏକ ଭିଡିଓ ରେକର୍ଡ କରି ସେମାନେ ତାହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ। ଏବେ ଟିକ୍‌ଟକରେ ଭିଡିଓ ଭାଇରାଲ…

ପୁରୀ ପେଣ୍ଟକଟା ବେଳାଭୂମି ଅଞ୍ଚଳରୁ ୫ ଫୁଟ ଲମ୍ବର ଏକ ବିରଳ ପ୍ରଜାତିର ସାର୍କ ମାଛର ମୃତଦେହ ଉଦ୍ଧାର

ପୁରୀ(କେନ୍ୟୁଜ୍): ପୁରୀ ପେଣ୍ଟକଟା ବେଳାଭୂମି ଅଞ୍ଚଳରୁ ୫ ଫୁଟ ଲମ୍ବର ଏକ ବିରଳ ପ୍ରଜାତିର ସାର୍କ ମାଛର ମୃତଦେହ ଉଦ୍ଧାର କରାଯାଇଛି । ଏହି ସାର୍କର ଓଜନ ପ୍ରାୟ ୧୫ କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହା କାର୍କାରିନିଡ୍ ପ୍ରଜାତିର ବୋଲି ବିଶେଷଜ୍ଞମାନେ କହିଛନ୍ତି । ସମୁଦ୍ରକୁ…