Below header
Browsing Tag

shera

ସଲମାନଙ୍କୁ ହତ୍ୟା ଧମକ ଦେଇ ୟୁପି ପଳାଇଥିଲା ଶେରା, ଫୋନ ଟ୍ରାକ୍ କରି ଧରିଲା କ୍ରାଇମବ୍ରାଂଚ୍

ସଲମାନଙ୍କୁ ଶେରାଙ୍କ ଧମକ । ଭାଇଜାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଗିରଫ ହେଲେ ଶେରା । ତେବେ ଏହି ଶେରା ସୁଲତାନଙ୍କ ବଡିଗାର୍ଡ ନୁହଁନ୍ତି । ଶେରାଙ୍କୁ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଂଚ୍ । ସୁଲତାନଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇଥିଲେ ଶେରା ।…