Browsing Tag

shikhar dhawan divorce

ଶିଖର ଧଓ୍ଵନ ଏବଂ ଆୟଶାଙ୍କ ମଧ୍ୟରେ ଛାଡପତ୍ରକୁ ମଞ୍ଜୁରୀ ଦେଲେ କୋର୍ଟ

ଦିଲ୍ଲୀ ଫ୍ୟାମିଲ କୋର୍ଟ କ୍ରିକେଟର ଶିଖର ଧଓ୍ଵନ ଏବଂ ତାଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କ ଛାଡପତ୍ରକୁ ମଞ୍ଜୁରୀ ଦେଇଛନ୍ତି । କୋର୍ଟ କହିଛନ୍ତି, ଶିଖର ଧଓ୍ଵନଙ୍କ ଅଭିଯୋଗ କ୍ରମେ ଛାଡପତ୍ର ଦିଆଯାଇଛି । କୋର୍ଟ ସେମାନଙ୍କର ୧୧ ବର୍ଷର ପୁରୁଣା ସଂପର୍କକୁ ଶେଷ କରିଛନ୍ତି । ଫ୍ୟାମିଲ କୋର୍ଟ…

ଆୟଶା ମୁଖାର୍ଜୀଙ୍କ ଠାରୁ ଛାଡ଼ପତ୍ର ନେଲେ କ୍ରିକେଟର ଶିଖର ଧଓ୍ଵନ, ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଲେ ପତ୍ନୀ

ଟିମ୍‌ ଇଣ୍ଡିଆର ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍‌ ଶିଖର ଧଓ୍ଵନ୍‌ ପତ୍ନୀ ଆୟଶା ମୁଖାର୍ଜୀଙ୍କ ଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ନେଇ ସୂଚନା ମିଳିଛି। ଦୀର୍ଘ ୯ ବର୍ଷର ସମ୍ପର୍କକୁ ଛିନ୍ନ କରିଛନ୍ତି ଏହି କ୍ରିକେଟର। ଶିଖର ଧଓ୍ଵନଙ୍କ ପତ୍ନୀ ଆୟଶା ମଙ୍ଗଳବାର ନିଜ ନୂଆ…