Browsing Tag

shoe collection

ପରିଣୀତି ଚୋପ୍ରା ଦେଖାଇଲେ ନିଜର ଜୋତା କଲେକ୍ସନ, ଫ୍ୟାନ୍‌ଙ୍କ ସହ ସେୟାର କଲେ ଖାସ୍‌ ଫଟୋ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ସବୁବେଳେ ନିଜର ଲୁକ୍ସ ଏବଂ ଫ୍ୟାଶନ ସେନ୍ସ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜର ଜୋତା କଲେକ୍ସନ ଦେଖାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ଖୁବ୍‌ ଭାଇରାଲ ହେଉଛି।…