Below header
Browsing Tag

shop seal

ଭୁବନେଶ୍ୱରରେ ବିଏମ୍‌ସି ପକ୍ଷରୁ ଚଢାଉ: ବରମୁଣ୍ଡାସ୍ଥିତ ଏକ ମଦ ଦୋକାନରୁ ୧୦ ହଜାର ଟଙ୍କା ଫାଇନ୍ ଆଦାୟ

ଭୁବନେଶ୍ୱର(କେନ୍ଯୁଜ୍): ମହଙ୍ଗା ପଡିଲା କୋଭିଡ୍‌ ନିୟମ ଉଲଂଘନ। ଭୁବନେଶ୍ୱରରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। କୋଭିଡ୍‌ ନିୟମ ଉଲଂଘନ ଅଭିଯୋଗରେ ବରମୁଣ୍ଡାସ୍ଥିତ ଏକ ମଦ ଦୋକାନରେ ଚଢାଉ କରାଯାଇ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ମଦ ଦୋକାନରେ…

କଟକ ନୟାସଡ଼କରେ ଥିବା ଜଗଦୀଶ ଟେକ୍ସଟାଇଲରେ ଚଢଉ : ଦୋକାନ ସିଲ କଲା ସିଏମ୍‌ସି, ୩୦ହଜାର ଟଙ୍କା ଫାଇନ୍

କଟକ: ଲକ୍‌ଡାଉନରେ ଚାଲିଥିଲା ବେପାର। ଖବର ପାଇ ଚଢଉ କରି ଦୋକାନ ସିଲ କଲା ସିଏମ୍‌ସି। କଟକ ନୟାସଡ଼କରେ ଜଗଦୀଶ ଟେକ୍ସଟାଇଲରେ ଚାଲିଥିଲା ବେପାର। ସିଏମସି ଏନଫୋର୍ସମେଣ୍ଟ ଟିମ୍‌ ଚଢଉ କରିଛି ଦୋକାନକୁ ସିଲ୍‌ କରିଛି। ଏହା ସହ ଦୋକାନ ଉପରେ ୩୦ହଜାର ଟଙ୍କାର ଜରିମାନା ହୋଇଛି। ଚଢଉ ହେବା ପରେ…

ଯାଜପୁର ସହରରେ ନିୟମ ଉଲଂଘନ ଅଭିଯୋଗରେ ସିଲ୍ ହେଲା ଦୋକାନ, ଅମାନିଆଙ୍କଠୁ ଜରିମାନା ଆଦାୟ

ଯାଜପୁର ଟାଉନ: ସାରା ରାଜ୍ୟରେ ଜାରି ରହିଛି ଲକ ଡାଉନ। ଏଥିପାଇଁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ କେବଳ ପନିପରିବା ଓ ଆମିଷ,ତେଜରାତି ଦୋକାନ ଖୋଲିବାକୁ ନିୟମ ରହିଛି। କିନ୍ତୁ ଯାଜପୁରରେ ଏହାର ବ୍ୟତିକ୍ରମ ହେଉଥିବା ଦେଖି ଯାଜପୁର ପୋଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଯାଜପୁର…