କଟକ ନୟାସଡ଼କରେ ଥିବା ଜଗଦୀଶ ଟେକ୍ସଟାଇଲରେ ଚଢଉ : ଦୋକାନ ସିଲ କଲା ସିଏମ୍‌ସି, ୩୦ହଜାର ଟଙ୍କା ଫାଇନ୍

କଟକ: ଲକ୍‌ଡାଉନରେ ଚାଲିଥିଲା ବେପାର। ଖବର ପାଇ ଚଢଉ କରି ଦୋକାନ ସିଲ କଲା ସିଏମ୍‌ସି। କଟକ ନୟାସଡ଼କରେ ଜଗଦୀଶ ଟେକ୍ସଟାଇଲରେ ଚାଲିଥିଲା ବେପାର। ସିଏମସି ଏନଫୋର୍ସମେଣ୍ଟ ଟିମ୍‌ ଚଢଉ କରିଛି ଦୋକାନକୁ ସିଲ୍‌ କରିଛି।

ଏହା ସହ ଦୋକାନ ଉପରେ ୩୦ହଜାର ଟଙ୍କାର ଜରିମାନା ହୋଇଛି। ଚଢଉ ହେବା ପରେ ସେଠାରେ ଥିବା ଗ୍ରାହକ ଛତ୍ରଭଙ୍ଗ ଦେଇଥିଲେ। ସାବିତ୍ରୀ ଓ ରଜ ପାଇଁ ଲୁଚାଚୋରାରେ ବ୍ୟବସାୟ ଚାଲିିଥିଲା। କୋଭିଡ କଟକଣା ମଧ୍ୟ ରକ୍ଷା କରାଯାଇନଥିଲା।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.