Below header
Browsing Tag

shot on dog

ଇଏ ମଣିଷ ନା ରାକ୍ଷସ ! କୁକୁଡ଼ା ଖାଇଦେଲା ବୋଲି ୨ଟି କୁକୁରକୁ ଗୁଳି: ଜଣେ ମୃତ, ୧ ଆହତ

ଭୁବନେଶ୍ବର(କେନ୍ଯୁଜ୍) :  ଏୟାରଗନ୍‌ରେ ୨ଟି କୁକୁରକୁ ଗୁଳି ! ଗୋଟିଏ କୁକୁରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଟି ଗୁରୁତର । ସୂଚନା ଅନୁଯାୟୀ, କୁକୁଡ଼ା ଖାଇଦେବାରୁ ଜଣେ ବ୍ୟବସାୟୀ ବୁଧବାର ଦିନ ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି। ଖବର ପାଇ ଏକ ସ୍ବେଚ୍ଛାସେବୀ ସଂସ୍ଥା  ଘଟଣାସ୍ଥଳରେ ପହଞ୍ଚି…