Below header
Browsing Tag

shreemandir

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, କାଲିଠାରୁ ଭକ୍ତ କରିପାରିବେ ଜଗାଦର୍ଶନ

ପୁରୀ (କେନୁ୍ୟୁଜ) : ଆସନ୍ତା କାଲିଠାରୁ ଖୋଲିବ ଶ୍ରୀମନ୍ଦିର l ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ଜାରି ହେଲା ନୂଆ ଏସଓପି l ଶ୍ରୀମନ୍ଦିର ଖୋଲିବା ନେଇ ଏସଓପି ଜାରି କରିଛି ମନ୍ଦିର ପ୍ରଶାସନ । ଦୈନିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ସାନିଟାଇଜେସନ ପାଇଁ ପ୍ରତି…

ତିନିଥର ନୀତି ବିଶ୍ୃଙ୍ଖଳା ଓ ଇଚ୍ଛାକୃତ ଭାବେ ଥରେ ବିଭ୍ରାଟ କଲେ ବହିଷ୍କାର ହେବେ ସେବାୟତ

ପୁରୀ (କେନ୍ୟୁଜ୍) : ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଶ୍ରୀମନ୍ଦିର ନୀତି ସୁରୁଖୁରୁରେ ସଂପନ୍ନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତିନିଥର ନୀତି ବିଶ୍‌ୃଙ୍ଖଳା ଓ ଇଚ୍ଛାକୃତ…

ନୂଆବର୍ଷରୁ ଆରମ୍ଭ ହେବ ନୂଆ ନିୟମ, ଆନନ୍ଦବଜାରରେ ଲାଗିବ ଅବଢ଼ା ଦର

ପୁରୀ (କେନ୍ୟୁଜ୍) : ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ା ଦର ତାଲିକା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର‌୍ୟ୍ୟ ଅବଢ଼ା ଦର ତାଲିକା କୁଡୁଆ ବା ହାଣ୍ଡିର ମାପ ଅନୁଯାୟୀ ଲଗାଯିବ । ବନ୍ଦ ହୋଇଥିବା ପାରିମାଣିକ ଟିକେଟ ଦର୍ଶନ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ ।…