Browsing Tag

shubamaan gill

ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ, କେଏଲ ରାହୁଲଙ୍କ ସ୍ଥାନରେ…

ଆଜିଠାରୁ ଇନ୍ଦୋରରେ ଖେଳାଯାଉଛି ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚରେ ଭାରତର ଓପନିଂ ବିଭାଗରେ ପରିବର୍ତ୍ତନ କରାଯାଇଛି । ଏହି ମ୍ୟାଚରୁ କେଏଲ ରାହୁଲ ଏବଂ ମହମ୍ମଦ ସାମିଙ୍କୁ ବାଦ୍‌ ଦିଆଯାଇଛି । କେଏଲ…

କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ମିଳିବ ସୁଯୋଗ, ଇନ୍ଦୋର ଟେଷ୍ଟ ପାଇଁ ବଦଳିବ ସମ୍ଭାବ୍ୟ ଭାରତୀୟ ଏକାଦଶ

ଆସନ୍ତାକାଲିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଆରମ୍ଭ ହେବ । ଇନ୍ଦୋରରେ ଖେଳାଯିବ ଏହି ମ୍ୟାଚ୍ । ଭାରତ ପ୍ରଥମ ୨ଟି ଟେଷ୍ଟ ଜିତିଥିବାରୁ ମନୋବଳ ଦୃଢ଼ ରହିଛି । ଭାରତ ପାଖରେ ସିରିଜ ଜିତିଲେ ଆଇସିସି ଓ୍ଵାଲର୍ଡ ଚାମ୍ପିଅନସିପର ଫାଇନାଲରେ ସ୍ଥାନ ପକ୍କା…

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ: ଦୁଇ ଓପନର ମାରିଲେ ଶତକ, ନ୍ୟୁଜିଲାଣ୍ଡକୁ ଦେଲେ ୩୮୬ ରନର ଟାର୍ଗେଟ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ୩୮୬ ରନର ଟାର୍ଗେଟ ଦେଇଛି ଭାରତ । ୫୦ ଓଭର ସୁଦ୍ଧା ୯ ଓ୍ଵିକେଟ ହରାଇ ୩୮୫ ରନ କରିଛି…

ଦ୍ୱିଶତକ କରି ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍

ଶୁବମନ ଗିଲ୍ ଦେଶର ସର୍ବକନିଷ୍ଠ କ୍ରିକେଟର ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ୱିଶତକ ଲଗାଇଛନ୍ତି। ଅଧିନାୟକ ହନୁମା ବିହାରୀଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ଏ’ ବିପକ୍ଷରେ ଏଠାରେ ଚାଲିଥିବା ତୃତୀୟ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚରେ ଭାରତ ଏ ଦୃଢ଼ ସ୍ଥିତିରେ ପହଞ୍ଚନ୍ତି। ୧୯ ର୍ବଷୀୟ ଗିଲ୍ ଭାରତୀୟ…