ଓଡ଼ିଶା ପୋଲିସ ପାଇଁ ୯୩୩ ଏସଆଇ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଜାରି, ସବିଶେଷ ଦେଖନ୍ତୁ
ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ 933 ସବ ଇନ୍ସ୍ପେକଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ 609 ଏସଆଇ ପଦବୀ , 253 ଏସଆଇ (ଆର୍ମଡ଼), 47 ଷ୍ଟେସନ ଅଫିସର (ଫାୟାର ସର୍ଭିସ ) ଓ 24(ଆସିଷ୍ଟାଣ୍ଟ ଜେଲର) ପଦବୀରେ ଯୁଗ୍ମ ପୋଲିସ ସେବା ପରୀକ୍ଷା ପାଇଁ…