ଆପଣ ବ୍ୟବହାର କରୁଥିବା ସାନିଟାଇଜର କଣ ସତରେ ଅସଲି, ଜାଣିବା ବହୁତ ସହଜ
କରୋନା ମହାମାରୀ କାରଣରୁ ହ୍ୟାଣ୍ଡ ସାନିଟାଇଜର୍ସ ଆମ ଜୀବନର ଏକ ବହୁତ ବଡ ଅଂଶ ହୋଇଯାଇଛି। ସାନିଟାଇଜରକୁ ଆମେ କରୋନା ଭାଇରସ ସହ ଲଢ଼ିବା ପାଇଁ ଶତୃ ଭଳି ବ୍ୟବହାର କରୁଛୁ। କରୋନା କାଳ ପୂର୍ବରୁ ଯେତେବେଳେ ଆମେ କାମକୁ ଯାଉଥିଲେ କିମ୍ବା ଟ୍ରାଭେଲ କରୁଥିଲେ ସେତେବେଳେ କିଛି ଲୋକ ସାନିଟାଇଜର କଣ…