Browsing Tag

side effects of room heater

ଶୀତଦିନେ ରୁମ୍‌ ହିଟରର ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ! ବୟସ୍କ ଓ ଶିଶୁଙ୍କ ଠାରେ ଦେଖାଦେଇପାରେ ଗମ୍ଭୀର ସମସ୍ୟା

ଶୀତଦିନେ ଉଷ୍ଣତା ପାଇଁ ଲୋକମାନେ ରୁମ୍‌ ହିଟର ବ୍ୟବହାର କରିଥାନ୍ତି। ଥଣ୍ଡା ପବନର ପ୍ରଭାବକୁ କମ୍‌ କରିବା ପାଇଁ ଅଧିକାଂଶ ଲୋକ ଘରେ ରୁମ୍‌ ହିଟର ଲଗାଇଥାନ୍ତି। ଖାସ୍‌ କରି ବୟସ୍କ ଲୋକ ଓ ଛୋଟ ପିଲାଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ରୁମ୍‌ ହିଟର ଲଗାଯାଏ। ଏହା ଦ୍ୱାରା ଶୀତ କମ୍‌ ଅନୁଭୂତ…