ପିରିୟଡ୍ସ ବେଳେ ପ୍ୟାଡ୍ର ବ୍ୟବହାର ଛଡ଼ାଇନିଏ ମା’ ହେବାର ସୁଖ, ଜାଣନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ଉପାୟ
ମାସିକ ଧର୍ମ ବେଳେ ମହିଳାମାନେ ସାଧାରଣତଃ ସାନିଟାରୀ ପ୍ୟାଡ୍ ଉପରେ ନିର୍ଭର କରିଥାନ୍ତି। ଏହା ମହିଳାଙ୍କୁ ବହୁତ ସାହାଯ୍ୟ କରେ। ଏଣୁ ପ୍ରତ୍ୟେକ ମହିଳାଙ୍କ ପ୍ରଥମ ପସନ୍ଦ ହେଉଛି ସାନିଟାରୀ ନାପକିନ୍। କିନ୍ତୁ ଅସୁବିଧା ଦିନରେ କାମରେ ଆସୁଥିବା ପ୍ୟାଡ୍ ସତରେ କ’ଣ ସମ୍ପୂର୍ଣ୍ଣ ଭାବେ…