Browsing Tag

sindh chief minister

ଦୀପାବଳିରେ ହୋଲିର ଶୁଭେଚ୍ଛା ଜଣାଇଲେ ସିନ୍ଧ ମୁଖ୍ୟମନ୍ତ୍ରୀ, ଭୟଙ୍କର ଟ୍ରୋଲ କଲେ ଲୋକେ

ଦୀପାବଳି ପର୍ବ ସାରା ଦେଶରେ ଗୁରୁବାର ଦିନ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଠାରୁ ଆରମ୍ଭ କରି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପର୍ଯ୍ୟନ୍ତ ସମସ୍ତେ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି। ପଡ଼ୋଶୀ ପାକିସ୍ତାନର ନେତା ମଧ୍ୟ ଏ…