ଏହି ଲକ୍ଷଣ ଗୁଡିକୁ ଦେଖା ଦେଲେ କରନ୍ତୁ ନାହିଁ ଅଣଦେଖା , ହୋଇପାରେ ସାଇନୋସାଇଟିସ୍
ଶରୀରରେ ଅନେକ ଛୋଟ ବଡ ସମସ୍ୟା ଦେଖା ଦେଇଥାଏ, ଯାହାକୁ ଅଧିକାଂଶ ଲୋକ ଅଣଦେଖା କରିଥାନ୍ତି । ସମସ୍ୟା କିମ୍ବା ଯନ୍ତ୍ରଣା ଅଧିକ ଅନୁଭବ ନହେବା ପର୍ଯ୍ୟନ୍ତ ଲୋକମାନେ ଡାକ୍ତରଙ୍କ ନିକଟକୁ ଯିବା ଠାରୁ ଦୂରେଇ ରୁହନ୍ତି, କିନ୍ତୁ ବେଳେବେଳେ ସାମାନ୍ୟ ଅସ୍ୱାଭାବିକତା କିମ୍ବା ଶରୀରରେ ଯନ୍ତ୍ରଣା…