Below header
Browsing Tag

sip

ମାତ୍ର ୫ ଟଙ୍କାରେ ମ୍ୟୁଚୁଆଲ ଫଣ୍ଡରେ କରନ୍ତୁ ବିନିଯୋଗ, ପାଇବେ ଅଧିକ ଲାଭ

ଆଗାମୀ ସମୟରେ ଆପଣମାନେ କେବଳ ମାତ୍ର ୫ ଟଙ୍କାରେ ହିଁ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP) କରିପାରିବେ। ଡିଜିଟାଲ ଟାଇଅପ ଏବଂ ମ୍ୟୁଚୁଆଲ ଫଣ୍ଡର ପ୍ରବେଶ ସୁବିଧା ବଢାଇବା ପାଇଁ ମ୍ୟୁଚୁଆଲ ଫଣ୍ଡ କମ୍ପାନୀର ସଂଗଠନ AMFI ନିଜର ପ୍ରମାଣପତ୍ରରେ ବର୍ତ୍ତମାନ ୨୫ ଲକ୍ଷ କୋଟି ଟଙ୍କାର AUM ର…

୫୦୦ଟଙ୍କାର ଏପରି କରନ୍ତୁ ନିବେଶ ହୋଇପାରିବେ କୋଟିପତି , ଜାଣନ୍ତୁ ଟିପ୍ସ

ନୂଆଦିଲ୍ଲୀ : ଏବେ ୨୦୧୯ ମସିହାରେ ନୂଆବର୍ଷ ଆରମ୍ଭ ହୋଇଛି। ଯଦି ବର୍ଷ ଆରମ୍ଭରୁ ଆପଣ କିଛି ଟଙ୍କା ସଚଂୟକୁ ନେଇ ସଠିକ୍ ପ୍ଲାନିଂ କରୁଛନ୍ତି ତେବେ ଆପଣଙ୍କର କୋଟିପତି ହେବାର ଖୁବ ସମ୍ଭାବନା ରହିଛି। ଏଥିପାଇଁ ସବୁଠାରୁ ଅଧିକ ଆବଶ୍ୟକତା ରହିଛି ସଠିକ୍ ସଂଞ୍ଚୟ ଏବଂ ନିବେଶ। ଯଦି ଆପଣ ଏହି ଦୁଇଟି…