ଅଘଟଣ: ଭାଇ ମୃତ୍ୟୁର ୨ଦିନ ପରେ ଭଉଣୀ ମୃତ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ
ଜୟପୁର (କେନ୍ୟୁଜ): ଭାଇର ମୃତ୍ୟୁ ପରେ ଭଉଣୀର ସନ୍ଦେହଜନକ ମୃତ୍ୟୁ। ଜୟପୁର ପାରବେଡ଼ା ମହାବୀର ଲାଇନରେ ଅଭାବନୀୟ ଘଟଣା। ୨ଦିନ ତଳେ ମହାବୀର ଲାଇନର ଗଦାଧର ନାୟକଙ୍କ ପୁଅର ମୃତଦେହ ଘର ଛାତ ଉପରୁ ଉଦ୍ଧାର ହୋଇଥିଲା। ଆଜି ଗଦାଧରଙ୍କ ବଡ଼ ଝିଅର ମୃତଦେହ ମଧ୍ୟ ଘର ଛାତ ଉପରୁ ଉଦ୍ଧାର ହୋଇଛି। ତେବେ…