ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ଓ ଏକାମ୍ର କ୍ଷେତ୍ର, ଶେଷ ହେଲା ଶିବ-ପାର୍ବତୀଙ୍କ ବାହାଘର
ଭୁବନେଶ୍ୱର / ସମ୍ବଲପୁର (କେନ୍ୟୁଜ): ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ଶିବ ପାର୍ବତୀଙ୍କ ଶୁଭ ପରିଣୟ । ମଧ୍ୟରାତ୍ରୀର ଚତୁର୍ଥ ପ୍ରହରରେ ପଡିଲା ହାତଗଣ୍ଠି । ଆଜି ଦିନ ତମାମ ଶ୍ୱଶୁର ଘରେ ବିଶ୍ରାମ , ବିଳମ୍ବିତ ରାତ୍ରୀରୁ ନଗର ପରିକ୍ରମାରେ ବାହାରିବେ ନବ ବିବାହିତ ଦେବ ଦମ୍ପତି । ସୁରକ୍ଷା…