Below header
Browsing Tag

six-people-dead-in-a-sugar-factory-blast

ବେଙ୍ଗାଲୁରୁ : ଚିନି କଳରେ ବିସ୍ଫୋରଣ, ୬ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ : କର୍ଣ୍ଣାଟକର ବାଗଲକୋଟରେ ଥିବା ଏକ ଚିନି କଳରେ ବଏଲର୍‌ ଫାଟି ଯାଇ ୬ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଆଉ କିଛି ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ମୁରଗେଶ ନିରାନି ଏବଂ ତାଙ୍କ ଭାଇମାନେ…