Browsing Tag

sky

ମହାକାଶରେ ଫାଇଭ ଷ୍ଟାର ହୋଟେଲ, ମିଳୁଛି ରାଜକୀୟ ସୁବିଧା

ବିଭିନ୍ନ ଦେଶରେ ଅନେକ ନାମୀଦାମୀ ହୋଟେଲ ସବୁ ରହିଛି । ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବା ପାଇଁ କେଉଁଠି ପାହାଡ଼ ଉପରେ ରହିଛି ତ କେଉଁଠି ଜଙ୍ଗଲରେ । ଏହି ପରିପ୍ରେକ୍ଷୀରେ ଏବେ ସ୍କାଏ କ୍ରୁଜ୍ ହୋଟେଲ ଚର୍ଚ୍ଚାରେ ରହିଛି । ତେବେ ଏହାକୁ ଉଡ଼ନ୍ତା ହୋଟେଲ ପରିକଳ୍ପନା ଆଧାରରେ ତିଆରି…

ଜାଣନ୍ତୁ ସ୍କାଏ ବସ୍ କ’ଣ ? ଭାରତରେ କେବେ ଆରମ୍ଭ ହେବ ଏହି ଯୋଜନା

ଆପଣମାନେ ସବୁବେଳେ ସାଧାରଣ ବସରେ ନିଶ୍ଚିତ ଯିବା ଆସିବା କରୁଥିବେ । କିନ୍ତୁ ଏବେ ଭାରତରେ ସ୍କାଏ ବସ୍ ବିଷୟରେ ଆଲୋଚନା ଆରମ୍ଭ ହୋଇଛି । ଭାରତର କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଦେଶରେ ସ୍କାଏ ବସ୍ ବ୍ୟବସ୍ଥା ଶୀଘ୍ର ଆରମ୍ଭ କରାଯାଉ । ଏହା କହି ସେ ତାଙ୍କ ସ୍ୱଇଚ୍ଛା…

ଅଷ୍ଟ୍ରେଲିଆରେ ଅଚାନକ ଗୋଲାପୀ ହୋଇଗଲା ଆକାଶ, ଏଲିୟନ୍‌ ଆକ୍ରମଣ କଲା ବୋଲି ଭାବିଲେ ଲୋକ; କିନ୍ତୁ ସତ ଥିଲା ଆଉ କିଛି

ନିକଟରେ ଆମେରିକାରେ ଆକାଶ ସବୁଜ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଅଷ୍ଟ୍ରେଲିଆରେ ବି ସମାନ ଘଟଣା ଚର୍ଚ୍ଚାରେ ରହିଛି। ମଙ୍ଗଳବାର ଅଷ୍ଟ୍ରେଲିଆର ଉତ୍ତର ଭିକ୍ଟୋରିଆନ୍‌ ସହର ମିଲ୍ଡୁରାର ଆକାଣର ରଙ୍ଗ ବଦଳି ଗୋଲାପୀ ହୋଇଯାଇଥିଲା। ଆକାଶର ଏହି ରଙ୍ଗ ଦେଖି ଲୋକମାନେ ଆଶ୍ଚର୍ଯ୍ୟ…

ମହାକାଶରେ ନାଚୁଥିବା ଭଳି ଦୃଶ୍ୟମାନ ହେଲା ରହସ୍ୟମୟ ଜିନିଷ, ଡରିଗଲେ ସ୍ପେସ ବୈଜ୍ଞାନିକ

ଅନେକ ସମୟରେ ଆପଣ ମହାଜାଗତିକ ଦୃଶ୍ୟ ଦେଖିଥିବେ, ଯାହାର କଳ୍ପନା ମଧ୍ୟ ଆପଣ କରିନଥିବେ। କାରଣ ମହାକାଶରେ ଅନେକ ଘଟଣା ଘଟି ଥାଏ। ଯାହା ବିଷୟରେ ଆମେ ଏତେ କିଛିଟା ଜାଣିନଥାଉ। ମହାକାଶରେ ଘଟୁଥିବା ଛୋଟ ଛୋଟ ଜିନିଷ ବେଳେ ବେଳେ ବଡ଼ ଘଟଣା ହୋଇଯାଏ, ଯାହା ବିଷୟରେ ଆମେ ପରେ ଜାଣିପାରୁ ପୁଣି…

ଅଚାନକ ଆକାଶକୁ ଉଡ଼ିବାକୁ ଲାଗିଲା ପୋଖରୀର ପାଣି, ଏଭଳି ଦୁର୍ଲ୍ଲଭ ଦୃଶ୍ୟ ଆଗକୁ କେବେ ଦେଖିନଥିବେ; ଦେଖନ୍ତୁ ଭିଡିଓ

ଅଚାନକ ଉପରକୁ ଉଠିଲା ପୋଖରୀର ପାଣି। ଏକ ଧାର ହୋଇ ଆକାଶକୁ ଉଡ଼ିଲା ପୋଖରୀ ପାଣି। ନିଜ ଆଖିରେ ନ ଦେଖିଲେ କେହି ଏ ଘଟଣାକୁ ହୁଏ ତ ବିଶ୍ୱାସ କରିବେନି। କିନ୍ତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ସିଧି ଜିଲ୍ଲାରେ। ସିଧି ଜିଲ୍ଲାର ଆଦିବାସୀ ବନାଞ୍ଚଳ ଭୁଇମାଡ଼ରେ ପ୍ରକୃତି ଏହି ନିଆରା…