Sleep Problem: ରାତିରେ ନିଦ ହେଉନି କି? ତେବେ ଖାଇବାରେ ସାମିଲ କରନ୍ତୁ ଏହି ଜିନିଷ
ଆଜିକାଲି ଅନେକ ଲୋକ ନିଦ ନହେବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗଭୀର ନିଦ ନ ଆସିବା କାରଣରୁ ସ୍ୱାସ୍ଥ୍ୟ ଉପରେ ଏହାର କୁ ପ୍ରଭାବ ପଡ଼ିଥାଏ । ନିଦ ନହେଲେ ବ୍ୟକ୍ତି ଚିଡଚିଡା ସ୍ୱଭାବର ହୋଇଥାନ୍ତି । ସାରା ଦିନ ଦୁର୍ବଳ ଲାଗିଥାଏ । କୌଣସି କାମରେ ମନ ଲାଗି ନଥାଏ । ଏଥିସହ ଲୋକମାନଙ୍କର…