Browsing Tag

small farmer om

କୁନି ଚାଷୀ ଓମ୍’ଙ୍କ ସଫଳତା: ନିଜ ଘରର ଛାତ ଉପରେ ପନିପରିବା ଚାଷ କରି ସୃଷ୍ଟି କଲେ ଉଦାହରଣ

ଭଦ୍ରକ: କିଛି କରିବାର ଇଚ୍ଛା ଶକ୍ତି ଜଣଙ୍କୁ ସଫଳତାର ଶୀର୍ଷରେ ନିହାତୀ ପହଁଚାଇବ। ଏଥିପାଇଁ ବୟସର କୌଣସି ଭୂମିକା ନଥାଏ । ଦରକାର ଖାଲି ମନୋବଳ। ଯେଉଁ ସଫଳତା ପାଇଛନ୍ତି ଜଣେ କୁନି ଚାଷୀ । ନିଜ ଘରର ଛାତ ଉପରେ ପନିପରିବା ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି ୧୦ ବର୍ଷର ବାଳକ । ଭଦ୍ରକ…