ନାଗ ଦେବତାଙ୍କ ସହ ଜଡିତ ପ୍ରାଚୀନ ମନ୍ଦିର, ଯେଉଁଠାରେ ଦର୍ଶନ କଲେ ଦୂର ହୋଇଥାଏ କାଳସର୍ପ ଦୋଷ
ଶ୍ରାବଣ ମାସରେ ପଡୁଥିବା ନାଗ ପଞ୍ଚମୀ ଦିନ ନାଗ ଦେବତାଙ୍କ ପୂଜାର ବିଶେଷ ମହତ୍ବ ରହିଥାଏ। ଚଳିତ ବର୍ଷ ଏହି ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ୫ ଅଗଷ୍ଟରେ ପାଳନ କରାଯିବ। ଉଲ୍ଲେଖ ରହିଛି ଏହି ଦିନ ନାଗ ଦେବତାଙ୍କ ପୂଜା କରିବା ଦ୍ବାରା ତାଙ୍କର କୃପା ଲାଭ ହୋଇଥାଏ। ଏବଂ ସର୍ପଙ୍କ ଠାରୁ କୌଣସି…