Browsing Tag

snake

ଚାଲାକ୍ ବିଲେଇ : ଏକ ଘଣ୍ଟା ସାପ ସହ କଲା ଲଢ଼େଇ

ମାଲକାନଗିରି : ସାପ-ବିଲେଇ ଲଢେଇ। କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ସାପକୁ ଘର ଭିତରକୁ ପ୍ରବେଶ କରିବାରେ ଅଟକାଉଛି । ଏଭଳି ଏକ ଘଟଣା ନଜର ଆସିଛି ମାଲକାନଗିରିରେ । ସ୍ଥାନୀୟ ନାକଟି ମନ୍ଦିର ସାହିର ପୋଲିସ କର୍ମଚାରୀ କାର୍ତ୍ତିକ ଗୁଣ୍ଠାଙ୍କ ଘରେ ଏକ ୪ ଫୁଟର ନାଗ ସାପଟି ପଶିବା…

ରହସ୍ଯ: କ’ଣ ସତରେ ନାଗଙ୍କ ପାଖରେ ଥାଏ କୌଣସି ନାଗମଣି ? ପଢନ୍ତୁ ଏହି ରିପୋର୍ଟ

ହିନ୍ଦୁ ସମାଜରେ ନାଗଙ୍କୁ ପୂଜା କରିବା ଏକ ପୁରୁଣା ରୀତିନୀତି ଅଟେ ।  ଏବେ ବି ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଏକ ବିଶେଷ୍ ଦିନରେ ନାଗ ଦେବଙ୍କୁ ପୂଜା କରିଥାନ୍ତି । ଏହା ସହ କିଛି ଲୋକ ବିଶ୍ବାସ ରଖିଥାନ୍ତି ଯେ, ଯେଉଁ ବ୍ଯକ୍ତି ନାଗ ମଣି ପାଇଯିବ ସେ ଏ ଦୁନିଅାର ସବୁ ଠାରୁ…

ସାପ ଖାଇଲା ପିଆଜ !

ଅନୁଗୁଳ : ରାଜ୍ୟର ବିଭିନ୍ନ ଜିଲ୍ଲାରେ କିଛି ଦିନ ହେବ ନାଗ ,ନାଗୁଣୀ ଏବଂ ତାଙ୍କ ଛୁଆ ମିଳୁଛନ୍ତି। ଏହି ଚାଞ୍ଚଲ୍ୟକର ଘଟଣା ଥମି ନଥିବା ବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଟାଙ୍ଗିରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଗ୍ରାମର ସୁଶାନ୍ତ ବେହେରାଙ୍କ ଘର ଭିତରେ ନାଗ ସାପଟି…

ଭଦ୍ରକ ପରେ ଭୁବନେଶ୍ୱର ଲିଙ୍ଗରାଜ ନଗରରୁ ୪୦ଟି ନାଗସାପ ଛୁଆ ଉଦ୍ଧାର

ଭୁବନେଶ୍ବର: ଭଦ୍ରକ ପରେ ଭୁବନେଶ୍ୱରର ଲିଙ୍ଗରାଜ ନଗରରୁ ଉଦ୍ଧାର ହୋଇଛି ୪୦ଟି ନାଗସାପ ଛୁଆ। ଓଲ୍ଡ ଟାଉନ୍ ଲିଙ୍ଗରାଜ ନଗରରେ ଦେବାଶିଷ ପାଢୀଙ୍କ ଘରୁ ଏହି ନାଗସାପ ଛୁଆ ଉଦ୍ଧାର ହୋଇଛି। କୋଠାଘର ହୋଇଥିଲେ ମଧ୍ୟ ଏଠାରୁ ନାଗସାପ ବାହାରିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଖବର ପାଇଁ ସ୍ନେକ୍…

ଗତକାଲି ଭଦ୍ରକରେ ଶହେରୁ ଅଧିକ ନାଗସାପ ଛୁଆ ଉଦ୍ଧାର :ଆଜି ଧରା ହେଲେ ନାଗ-ନାଗୁଣୀ

ଭଦ୍ରକ: ଏକ ଅସାଧାରଣ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଇକସାହି ଗ୍ରାମରେ। ଶହେରୁ ଅଧିକ ନାଗସାପ ଛୁଆ ଉଦ୍ଧାର ହେବା ଘଟଣାରେ ନାଗ-ନାଗୁଣୀଙ୍କୁ ଉଦ୍ଧାର କରାଯାଇଛି । ସାଢ଼େ ୫ ଫୁଟରୁ ଅଧିକ ଲମ୍ବର ଦୁଇଟି ନାଗ ସାପକୁ ଧରା ଯାଇଛି । ଉକ୍ତ ଗ୍ରାମର ବିଜୟ ଭୂୟାଁଙ୍କ ଘରୁ ୧୦୬ଟି ନାଗ…