Browsing Tag

snanna purnima neeti

ସ୍ନାନପୂର୍ଣ୍ଣିମା ନୀତି ପାଇଁ ଜୁନ ୨ରେ ଶ୍ରୀମନ୍ଦିରରେ ହେବ ଦଇତାପତିଙ୍କ ପ୍ରବେଶ

ପୁରୀ (କେନ୍ୟୁଜ): ଜୁନ ୪ ତାରିଖରେ ସ୍ନାନପୂର୍ଣ୍ଣିମା। ନୀତି ସଂପାଦନ ପାଇଁ ଜୁନ ୨ ତାରିଖରେ ଶ୍ରୀମନ୍ଦିରରେ ହେବ ଦଇତାପତି ସେବକମାନଙ୍କ ପ୍ରବେଶ। ଅନବସର, ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ସେବକ, ପତି ମହାପାତ୍ର ଓ ସୁଦୁ ସୁଆର ସେବକ ମାନଙ୍କ ପ୍ରମୁଖ ଭୂମିକା ରହିଥାଏ।…