Browsing Tag

snow cake

ଜନ୍ମଦିନରେ କେକ୍‌ ନମିଳିବାରୁ ବରଫର କେକ୍‌ କାଟିଲେ ଯବାନ, ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡ଼ିଓ

ଆପଣ ନିଜ ଘରେ ଏବେ କମ୍ବଳ ଭିତରେ ପଶି ଥଣ୍ଡାର ଉପଭୋଗ କରୁଥିବେ। କିନ୍ତୁ ଅନ୍ୟପଟେ ସର୍ବନିମ୍ନ ତାପମାତ୍ରାରେ ସେନାର ଯବାନମାନେ ସୀମାରେ ଦେଶକୁ ସୁରକ୍ଷା ଦେଉଛନ୍ତି। ଏହି ସମୟରେ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏତେ ଭୟଙ୍କର ଥଣ୍ଡାରେ ଯବାନମାନଙ୍କୁ ଚାରିଆଡେ କେବଳ ବରଫ…