Browsing Tag

snowfall in saudi arabia

ସାଉଦି ଆରବରେ ଭୀଷଣ ବରଫପାତରେ ଦବି ଗଲେ ଓଟ, ଚେତାବନୀ ଦେଲା ମୌସମ ବିଭାଗ

ନୂଆଦିଲ୍ଲୀ : ଯେଉଁଆଡେ ଚାହିଁଲେ ଖାଲି ବରଫ ଓ ବରଫ । ଦୀର୍ଘ ୫୦ ବର୍ଷ ମଧ୍ୟରେ ଏମିତି ବରଫ ପାତ କେବେ ହାଇନାହିଁ ସାଉଦି ଆରବରେ । ଏ ବର୍ଷର ବରଫପାତ ଦେଶର ସବୁ ରେକର୍ଡକୁ ଭାଙ୍ଗିଛି । ଯେଉଁଠି ଖାଲି ବାଲି ଓ ବାଲି ଦେଖାଯାଉଥିଲା ସେଠାରେ ବରଫ ବବରଫ । ବରଫ ତଳେ ବହୁ ଓଟ ପୋତି ହୋଇଥିବା…