Browsing Tag

snowman

କଣ ସତରେ ହିମାଳୟରେ ଲୁଚି ରହିଛନ୍ତି ତୁଷାର ମାନବ? ଟ୍ବିଟରରେ ବିଶାଳକାୟ ପାଦ ଚିହ୍ନର ଫଟୋ ସେୟାର କଲେ ସେନା

ଭାରତୀୟ ସେନା ହିମାଳୟର ବରଫ ଉପରେ ଦେଖାଯାଉଥିବା ଏପରି କିଛି ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ତୁଷାର ମାନବ ବା ବରଫ ମାନବର ପାଦ ଚିହ୍ନ ବୋଲି ଦାବି କରାଯାଉଛି। ଗତ ୯ ଏପ୍ରିଲରେ ମକାଲୁ ବେସ କ୍ୟାମ୍ପ ନିକଟରେ ଏହି ଦୃଶ୍ୟ ଦେଖାଯିବା କଥା ଆର୍ମି ଅଫିସର ଟ୍ବିଟରରେ ସେୟାର…